by Rajshree Satapathy ✓ · 14 Sept 2020
ବିନ୍ଦୁ ବିନ୍ଦୁ ତୁମ ପ୍ରେମ ଛିଟା ମୋହି ନିଏ ମୋର ଏ ମନଟା । ଈର୍ଷା ହୁଏ ମୟୁରୀ ଉପରେ ନାଚେ ଯେବେ ସେ ତୁମ ସ୍ପର୍ଶ ରେ ।।
Loading comments…
Loading comments…