by Anirudha Kund ✓ · 12 Jul 2021
କଦମ୍ବ ଡାଳରେ ଫୁଲ ଫୁଟି ଝୁଲେ ବାଡିର ଭାଡିରେ କହ୍ନି ମନେପଡେ ଓଉ ବାଲିଛତୁ ଭଜା ଶୋରିଷ ବାଟଣେ ପୁଣି କାଙ୍କଡର ଭଜା ଲାଗଇ ତ ମଜା ତାକୁ ମୁଁ ଭୁଲି ପାରୁନି॥୧॥
Loading comments…
Comments
Loading comments…