by Sucharita Patra ✓ · 27 May 2021
କିଏ ଦେଖୁଥିଲା ତା ବି ମନେ ନାହିଁ। ବାସ୍ ମନେ ଅଛି ଥିଲ ତମେ ଆଉ ଥିଲି ମୁଁ। ଅସରା ଅସରା ବାହାରେ ବର୍ଷା ହେଉଥିଲା ମାତ୍ର ଆମେ ଚାହା ହୋଇ ପରସ୍ପରକୁ ପିଉଥିଲେ। ପାଣି ତାର ବିଧର୍ମୀ କାମ କରୁଥିଲା। ନିଜେ ଥଣ୍ଡା ହେଲେ, ଆମକୁ ଜଳାଉଥାଏ
Loading comments…
Loading comments…