by Shibanand Banchhor ✓ · 5 Jul 2018
ତୁମେ ନିଶ୍ଚିତ ଆସିବ ହୁଏତ ବିଳମ୍ବ ହୋଇପାରେ କିନ୍ତୁ ତୁମେ ମୋତେ ଛାଡି ରହିପାରିବ ନାହିଁ ଆସିବ ନା ,କଥା ଦିଅ ମୋତେ ,ତୁମେ ନିଶ୍ଚୟ ଆସିବ ।।
Loading comments…
Loading comments…