by Gayatri Singh ✓ · 25 Jun 2021
ଜହ୍ନ ବାଦଲର ଲୁଚକାଳି ଖେଳରେ ମୁଁ ଅଣନିଶ୍ବାସୀ ହୋଇ ପଡିଥାନ୍ତି ଭିଜା ମାଟିର ବାସ୍ନା, ଭିଜା ଦେହର ବାସ୍ନା ଭିଜାଭିଜା ପଲକ,ଆଉ ଭିଜାଭିଜା ପଣତରେ ମୋର ଅବଶିଷ୍ଟ ଆୟୁଷକୁ ଲେଖି ଦେଇ
Loading comments…
Comments
Loading comments…