by Trupti Paikaray ✓ · 7 Aug 2017
ବର୍ଷା ଏକ ସ୍ମୃତି ସେଇ ପିଲାଦିନର, କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର, ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I ଅସରାଏ ବର୍ଷୀଯିବା ପରେ, ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I
Loading comments…
Loading comments…