by Jyotirmoyee Mohanty ✓ · 23 Jul 2019
ବର୍ଷାରେ ଭିଜିଲେ ଭିଜିବ ପଛେ ଦେଖାଗଲେ ଦେଖାଯାଉ ଭିଜାଦେହ କାଶ, ସର୍ଦ୍ଦି,ଥଣ୍ଡା ଜ୍ବର ହେଲେ ହେଉ ପଛେ ଖାଇବ ଔଷଧ, ବର୍ଷା ହେଲେ ସ୍କୁଲ ଝିଅ ଆଉ ଧରେନାହିଁ ଛତା ।
Loading comments…
Loading comments…