by Sahitya Pujari Laxman Behara ✓ · 18 Jul 2020
ସୂର୍ଯ୍ୟ ଚନ୍ଦ୍ର ତାରା ତା' ରୂପ ଦର୍ଶନେ ରହନ୍ତି ଗୋପନେ ଆପଣା ସଦନେ, ସରସୀ ବଦନ ଦିଶଇ ପ୍ରସନ୍ନ ପୟେପୂର୍ଣ୍ଣ ହୋଇଅଛି ଅପଘନ ।
Loading comments…
Loading comments…