by Jayashree Maharana ✓ · 30 Jun 2019
ଭିଜୁଛି ଧରିତ୍ରୀ ତୁମରି ବୁନ୍ଦାରେ ମହକୁଛି ସୁଗନ୍ଧରେ ମେଘମାଳା ସାଥେ ବିଜୁଳି ଚମକେ ନୀଳରଙ୍ଗୀ ଗଗନରେ । ନିଦାଘର ଜ୍ୱାଳା ଭୁଲିଛି ପ୍ରକୃତି ହସୁଅଛି ଖିଲିଖିଲି ସବୁଜ ରଙ୍ଗର ସଜେଇ ନିଜକୁ ବୋହୂ ବେଶ ହେବ ବୋଲି ।
Loading comments…
Loading comments…