by Sanjya Tripathy ✓ · 9 Oct 2021
ଭଗ୍ନ ସଂପର୍କର ରେଖା ଲହଡ଼ି ଖେଳୁଛି ମଝି ସମୁଦ୍ରରେ କ୍ରମଶଃ ଅପସୃୟମାଣ ସମସ୍ତ ଆଲୋକ ବିସ୍ମୃତିର ଅତଳ ଗର୍ଭରେ ହଜି ଯାଉଛି ମାନବୀୟ ମୂଲ୍ୟବୋଧ ଓ ନିରୁତା ଭାଇଚାରାପଣ ଏକ ଅବିଶ୍ୱାସ ଓ ସନ୍ଦେହରେ ବାତାବରଣ
Loading comments…
Loading comments…