120Log inSign up
Poem · Others

ବର୍ତ୍ତମାନ

by Sarada Parida ✓ · 27 Jul 2017

27.8KReads
19Likes
1Min read

କିଏ ଜାଣେ କାଲି  ଝଡ ଆସିପାରେ କୃଷ୍ଣଚୂଡା ଝାଡିପାରେ ତା’ର ଫୁଲ ସବୁ ପ୍ରଜାପତି ଉଡିଯାଇପାରେ ମୋତେ ସେଇକ୍ଷଣି ବଞ୍ଚିବାକୁ ହେବ ।  

Loading comments…

ବର୍ତ୍ତମାନ · StoryMirror