by SUJATA DAS ✓ · 15 Apr 2021
ହସର ଠିକଣା ହଜେଇ ଦେଇଛି ଲୁହ ଏକା ମୋର ସାକ୍ଷୀ ଶୂନ୍ୟ ମହାଶୂନ୍ୟ ଲାଗେ ଚତୁର୍ଦ୍ଦିଗ ଉଦାସୀ ମୋ ପ୍ରାଣ ପକ୍ଷୀ
Loading comments…
Comments
Loading comments…