by Kaustubha Jal ✓ · 8 Mar 2022
ସୁଗନ୍ଧି କୁସୁମେ ଭରା ବନ ଉପବନ ମୃଦୁ ମଳୟ ପବନ ମୋହି ନିଏ ମନ ॥ ପୁଷ୍ପ ମଣ୍ଡିତ ସୋରିଷ କ୍ଷେତ ମନ ମୋହେ ସତେକି ଧରଣୀ ରାଣୀ ପୀତ ବାସେ ଶୋହେ ॥ ମନୋଜ ମାନସ ସୁତ ଅଟୁ ତୁହି ଯେଣୁ ପ୍ରୀତିଫଗୁଣ ମନରେ ଭରି ଦେଉ ତେଣୁ ॥ ପ୍ରେମ ଭାବେ
Loading comments…
Loading comments…