by Laxmi kanta Majhi ✓ · 3 Apr 2020
ବାବୁରେ କେତେ ଶୁଣିବି ସାହି ପଡ଼ିଶାଙ୍କ କଥା ତୋ ବାପା ଚାଲିଗଲା ପରେ ଜୀବନେ ମୁଁ ଏକା ଶରୀର ଛାଡିଲା ପରେ ବି ଅପେକ୍ଷା କରିଥିବି ତୋ ମୁଖାଗ୍ନି ପାଇ ଚାଲିଯିବି ।
Loading comments…
Comments
Loading comments…