by Papu parida ✓ · 7 Dec 2020
ସତ ବି ଅଛି ଛଳନା ବି ଅଛି ମିଳନ ବି ଅଛି ବାହାନା ବି ଅଛି ବୁଝି ହେଉନାହିଁ କିଭଳି ଗଣିତ କେମିତି କରିବି ସେ ଅଙ୍କକଷା ବୁଝି ମୁଁ ପାରୁନି ପ୍ରେମ ପରିଭାଷା।
Loading comments…
Comments
Loading comments…