by Sunanda Mohanty ✓ · 15 Jul 2022
ନା ନେଇପାରିବ ଆଖି ମେଘର ବରଣା ନା ଝୁଲାଇ ପାରିବ ଅରକ୍ଷିତ ପିଲାର ଝୁଲଣା ନା ଉଠାଇ ଆଣି ଦେଇପାରିବ ଶବକୁ କରୁଣା ତ ତାରାମାନଙ୍କୁ ଚାହିଁ ଚାହିଁ ଚାତକିନୀ ଜମା ହୁଅନା ଓଁ ଶାନ୍ତିର ତୃପ୍ତି ପାଇଁ ଏହା ମୁଗ୍ଧ ମନ୍ତ୍ରଣା।
Loading comments…
Comments
Loading comments…