
ନିଜ ପେଟ ଚାଖଣ୍ଡକ ପାଇଁକେତେ ହଟହଟା ସେ, ଭୋକ ହେଲେ ନା କହିପାରେ,ରୋଗଗ୍ରସ୍ତ ହେଲେ କେତେ କଷ୍ଟ ପାଏ,ନିଜର ବୋଲି କେହି ବି ନଥାଏ,ଘୂରିବୁଲେ ଏକ ପାଗଳ ଭଅଁର ପରି,ଏଘରୁ ସେଘର ଆଉ ଦାଣ୍ଡରୁ ଦୁଆର,ଚାହିଁରହେ କିଏ ଟିକେ ଆସନ୍ତା କି,ତା ଦରଦୀ ମନର କଥା ଟିକେ ବୁଝନ୍ତା କି,ହେଲେ ତାକୁ କି ଜଣାଯେ ସେ ଅଭିଶପ୍ତଏକ ବୁଲା କୁକୁର !
Loading comments…