by Anita Dash ✓ · 7 Oct 2020
ବିକଳେ କହିଲା ଗୋମାତା," ମୋହର ଚାରି ଦିନର ନନ୍ଦନ, ଦୁଗ୍ଧ ଦେଇ ତାକୁ ଫେରି ମୁଁ ଆସିବି ଘେନା କର ମୋ ବଚନ"। [୫] "ହସି କହେ ବ୍ୟାଘ୍ର, "ଭଣ୍ଡୁଅଛୁ ମତେ ଫେରିବୁ ଘରକୁ ଯାଇ, ମରଣଠୁ ଧାଇଁ, ମରଣ ପାଖକୁ ଶିକାରକି ଫେରିଥାଇ" ? [୬]
Loading comments…
Loading comments…