by Goutam Mohanty ✓ · 24 Nov 2020
ସପନ ନୌକାରେ ତମେ ଯେ ନାବିକ ମୋ ତରୀ ଆହୁଲା ଭାଙ୍ଗିଯାଇଛି, ସୁନିଦ୍ରା ତନ୍ଦ୍ରା ର ସୁନେଲୀ ସ୍ଵପ୍ନ ମୋ ଆଖିକୁ ସବୁ ମନା ହୋଇଛି , ତମ ପଥ ଆଜି ଅତର କୁସୁମ ପଥ ମୋର କଣ୍ଟକିତ ହୋଇଛି।
Loading comments…
Comments
Loading comments…