by ପ୍ରଜ୍ଞା ପାରମିତା ✓ · 30 Jun 2019
ହେଇପାରେ , ସୁଖର ଗାଲିଚାରେ ବୁଲିବାର ଭ୍ରମ ରକ୍ତାକ୍ତ କରିଦେବ ମୋ ହୃଦୟ, କେଇ ଗଣ୍ଡା ରଙ୍ଗୀନ ପ୍ରଜାପତିଙ୍କ ସୂଖ୍ମ ରେଣୁର ଆଘାତେ ଭାଙ୍ଗି ପଡିବ ମୋ ସପନ ।
Loading comments…
Loading comments…