by Santosh Samal ✓ · 23 May 2019
ଗଦା,ଗଦା ସୁଖ ନେଇ ଭଲରେ ରହିଥା ଭୁଲି ଯିଵାଟା ଅଭିନୟ ଥିଲା ତୋ' ସୁଖ ସଂସାର ଦେଖିଵା ଶେଷ ଇଛା ଥିଲା ଏ' ସ୍ବାଥପର ପାଇଁ ଏତେ ସ୍ନେହ, ଆଦର ଶେଷଥର ପାଇଁ ଟାଣି ଦେଇଯା ମୋ' ଦେହେ ଧଳା ଚାଦର ।
Loading comments…
Loading comments…