by Kamala Satpathy ✓ · 8 Jul 2019
ଦରମା ବଢିବା କଥାଟା ଲାଗଇ ଶୁଣିବାକୁ ସିନା ଭଲ କେମିତି ପତ୍ନୀକୁ ବୁଝେଇବେ ଭଲା ଏ ତ ଗୋଟେ ମାୟାଜାଲ । ଦରମା ବଢିବା ନବଢିବା ସଙ୍ଗେ କିଛି ତ ସଂପର୍କ ନାହିଁ ଚାକିରିଆଙ୍କର ଭାଗ୍ୟରେ ଲେଖା ହନ୍ତସନ୍ତର ଜୀବନ ସେହି !
Loading comments…
Comments
Loading comments…