by Debabrata Jena ✓ · 14 May 2019
କାରଖାନା ,ଯାନବାହନ ପ୍ରଭାବେ ବିଷମୟ ଆଜି ବାୟୁ ଦୂଷିତ ଗ୍ୟାସର ପ୍ରଭାବେ ଅଧୁନା କମିଲାଣି ଆମ ଆୟୁ ।। ଓଜୋନରେ ରନ୍ଧ୍ର ଅମ୍ଳବୃଷ୍ଟି ସଙ୍ଗେ ସବୁଜ ଗୃହ ପ୍ରଭାବ ଶ୍ଵାସ ରୋଗ ,ଚର୍ମଜନିତ ରୋଗ ଯେ ତାହା ଯୋଗୁଁ ଆବିର୍ଭାବ ।।
Loading comments…
Loading comments…