by Chinmaya Kumar Nayak ✓ · 19 Mar 2021
ଚାଲ ଦରଭଙ୍ଗା ମନଗୁଡ଼ାକୁ ସଜାଡ଼ି ବସିବା ପ୍ରେମର କଳାଚାତୁରୀରେ ପ୍ରାଣବନ୍ତ କରି ପୁଷ୍ପିତ କରିବା ମିଶି ସବୁ ଓଠ ଧାର ହସର ବଉଳ ଯେହ୍ନେ ପଡୁଥିବ ଧରାପରେ ଝରି।
Loading comments…
Loading comments…