by Abhakanta ✓ · 22 Jul 2017
ଚାଲରେ ବାଟୋଇ ଚାଲ ଜଳାଇ ଜାତି-ମଶାଲ ଚାଲିବା ତ ଜୀବନରେ ଜଡ଼ା ଚାଲିବା ପଥ ବନ୍ଧୁର ଘୋଟିଛି ଘନ ଅନ୍ଧାର ବେଳ ନାହିଁ ଡରି ହେବୁ ଛିଡ଼ା ବାଟୋଇରେ... ବାଟୋଇ ଭୁଲିବାକୁ ହେବ ଶ୍ରମପୀଡ଼ା ।
Loading comments…
Comments
Loading comments…