by Ajit Kumar Raut ✓ · 8 Oct 2021
ଦେବାଳୟ ଆଉ ଧର୍ମ ଅନୁଷ୍ଠାନ ସଜ୍ଜିତ ହେଉଛି ଜରେ, ଗୀତା ଯଜ୍ଞ ଆଉ ପ୍ରଭୁ ଆରାଧନା ହେଉ ଅଛି ଅତି ଜରେ।୪। ଫଗୁଣ ମାସରେ ପୂର୍ଣ୍ଣିମା ଦିନ ହୋଲିକା ଦହନ ଭବେ, ତା ପରେ ବହିବ ରଙ୍ଗର ସାଗର ଏକତ୍ରିତ ହେବେ ସର୍ବେ।୫।
Loading comments…
Comments
Loading comments…