by Bijay Prusty ✓ · 19 Sept 2021
ଆମ ପାଇଁ ଆଉ କିଛି ବଡ ନୁହେଁ ଭୋକଛଡା କିଛିହେଲେ ଆମ ଆଖିକୁ ଦିଶେନା I ସେଥି ପାଇଁ ତ ତୁମେ ନିତି ନିତି ଲୁଟୁଛ ଆମକୁ ହାଣ୍ଡିଆ ମୁନ୍ଦାଏ ପେଇ ସକାଳରୁ ସଞ୍ଜଯାଏ ଖଟାଇ ଚାଲିଛ ଟିକିଏ ହାଲିଆ ହେଲେ ଚାବୁକର ଭୟ ଦେଖାଉଛ I
Loading comments…
Comments
Loading comments…