by Samar Ballav Bhoi ✓ · 4 Feb 2022
ଜଡ଼ରୁ ଜୀବନ ମନରୁ ଚିନ୍ତନ ଅବାଟରୁ ବାଟ ଆସକ୍ତି ବିହୀନ ଚେତନା ଅଟେ ଅନ୍ତର ଲଗନ ସକଳ ହୃଦୟେ ପ୍ରଶାନ୍ତି ବହନ ଜ୍ଞାନ ଧର୍ମ କର୍ମ ତୋର ଅଧିନ ସେଥିରୁ ମିଳିବ ବୈକୁଣ୍ଠ ଭୁବନ।।
Loading comments…
Loading comments…