by Upendra prasad Mahala ✓ · 19 Apr 2021
ଅପରିଚିତ ମାୟାବୀ ନଗରୀ ଛାଇ-ଅ।ଲୁଅର ପଥେପଥେ ଚାଲିଥିଲେ ଅ।ମେ ସାଥୀ ହୋଇ ପଛେପଛେ ଧାଉଁଥିଲା ଛାଇ ପରି କେହି । ତୁମେ କହିଥିଲ, " ପଛକୁ ଚାହଁନି, କାଳେ ଭୁଲିଯିବା ବାଟ। ଏ ଛାଇ କେବେ ଅଛି, କେବେ ନାହିଁ !!"
Loading comments…
Comments
Loading comments…