by Chinmaya Kumar Nayak ✓ · 10 Apr 2021
ଦିନ ଦ୍ୱିପ୍ରହରେ ହଜିଯାଏ ରାସ୍ତା ମାୟାର ପରସ୍ତ ତଳେ ଋତୁ ଆସି ଫେରେ ଶ୍ରାବଣ ଆସେନା ଲୁଚେ ଦୂର ପାହାଡ଼ରେ କେଜାଣି କାହିଁକି ହସୁଛି ମଣିଷ ଲୁହର ନଦୀରେ ଭାସି ଅପରାଧ ଆଜି ଦେହସୁହା ହେଲା ସଭ୍ୟତା ଚାଦର ତଳେ।
Loading comments…
Comments
Loading comments…