by Mr.GAGAN BIHARI NAYAK ✓ · 23 Feb 2022
ଛାତି ଚିରି ଦେବି ଯେବେ ତୁମରି ନାଆଁ । ମୋ'ପ୍ରେମ ପବିତ୍ର ପାପ ନାହିଁ ଟି ଜମା। ତୁମେ ସତେ ମୋତେ କରିଦେଲ କିମିଆଁ। ଭୁଲିଗଲି ସବୁକିଛିକୁ ମୋ ଘର ଗାଆଁ। ସବୁ ଭୁଲି ଗଲାପରେ କିବା ଭୁଲ ରହିଲା ମୋତେ ଦେଲ ନାହିଁ କିଆଁ ତୁମ ଠିକଣା
Loading comments…
Comments
Loading comments…