by Bharatabandhu Biswal ✓ · 8 May 2022
ମୋ ଛବି ବହି ଛବିଳ ରଙ୍ଗ ଭରିଦିଏ ମନେ କେତେ ସରାଗ ଫୁଲ ପଶୁ ପକ୍ଷୀ ଜାତିକୁ ଜାତି ଘୋଡା ଓ ହାତୀ ଛବିକୁ ଦେଖି ଉଠଇ ନାଚି ସରଳ ମନ ଚିହ୍ନିଯାଏ କ୍ରମେ ସ୍ୱର ବ୍ୟଞ୍ଜନ ।
Loading comments…
Loading comments…