by Laxminarayan Sahoo ✓ · 20 May 2021
କେମିତି ବୁଝାଇବି ମୋ ଆଶ୍ରିତଙ୍କୁ ଏ ଡହ ଡହ ଖରାରେ ଛାଇ ଖୋଜୁଥିବା ସଚରାଚରଙ୍କୁ । ମୁଁ କ'ଣ ବୁଝି ନେବି ଏତେ ଦିନ ଧରି ଛକ ମଝିରେ ଆସ୍ଥାନ ଜମେଇବା ମୋ ପାଇଁ ପାପ ଥିଲା ।।
Loading comments…
Loading comments…