by Panchanan Jena ✓ · 5 Dec 2021
ମାଳ ମାଳ ଇଚ୍ଛାମାନେ ଧାଉଁଥାନ୍ତି ଧଳା ବଉଦ ଖଣ୍ଡ ପରି ଇଚ୍ଛାବଲ୍ଲରୀ ଧାରୀ ଆଶା ସୁକୁମାରୀ ଆକାଂକ୍ଷାର ଆଶାବାଡି ଧରି ମଗ୍ନ ମାଟିରୁ ଅମ୍ବର ଆତ୍ମା ଭୂମିରୁ ଭୂମା ଯାଏ ମନୁରୁ ମନ୍ୱନ୍ତର ।
Loading comments…
Comments
Loading comments…