by Santosh Kumar Ojha ✓ · 20 Feb 2022
ଏତେ ବି ନିଷ୍ଠୁର ନୁହଁଇ ଭ୍ରମର ପ୍ରାଣ ଦେଇ ଶୁଝେ ପ୍ରେମ ମୂଲ ନପାରିଲି ଚିହ୍ନି ହୃଦୟରେ ବହ୍ନି ପ୍ରତାରଣା ଘୃତେ ଜାଳି ଦେଲ ଭଲ ପାଇବାର ମହାନାଟକରେ କିଛି ଦୃଶ୍ୟ କଳାକାର ଥିଲ ।
Loading comments…
Comments
Loading comments…