by Ajaya kumar Jena ✓ · 2 Oct 2020
ଜାଣିଛ! ଏ ଛନ୍ଦହୀନ ଜୀବନ ଦରବାରେ ଦୁଃଖର ଦରଖାସ୍ତ ବାରବାର ହୁଏ ବରଖାସ୍ତ, ତାକୁ କିଏ ବା ପଢିବ? ଦେଖୁନ! ସ୍ୱୟଂ ରାଜା ତ' ନିଜେ ଅନ୍ଧ ନଗରୀ ମୋହରେ ଅସୁସ୍ତ, ଏ ଛନ୍ଦହୀନ ଜୀବନରେ ଛନ୍ଦି ହୋଇଛି ତାଙ୍କ ନିଶ୍ୱାସ-ପ୍ରଶ୍ୱାସ-ଚତୁଃପାର୍ଶ୍
Loading comments…
Comments
Loading comments…