by Sasmita Mohapatra ✓ · 5 Oct 2020
ଆକର୍ଷଣ,ବିକର୍ଷଣ ପାଠ ବି ବିଷମ, ତଥାପି ସେ ଡୋରର କାରଣେ କାହିଁ ଝୁଣ୍ଟିପଡେ, ପବନରୁ ପେଟେ ପିଇ ପବନରେ ଜୀଇଁ ଥାଇ ଉଡୁଥାଏ ସୀମାହୀନ ବିସ୍ତ୍ରୁତ ଗଗନେ।। ତଥାପି ସେ ପବନ କାରଣେ କାହିଁ ମୁହଁ ମାଡି ପଡେ ।।
Loading comments…
Comments
Loading comments…