by rasmi maye pati ✓ · 21 Aug 2020
ଦେବକୀ ପରି କେ' ମୁଣ୍ଡ ପିଟୁଥିବ ଦୁଃଖ ଗଣ୍ଡେ ଯଦି ବୁଡାଇବ । କେଶବର ମାଆ ଡାକ ଶୁଣିବାକୁ କେତେ ଗର୍ଭ କଷ୍ଟ ଭୋଗୁଥିବ ?
Loading comments…
Loading comments…