by Maitreyee Kamila ✓ · 21 May 2019
ଆମେସବୁ ମିଶଉ ଥାଉ ହାତ ପରେ ହାତ ଯୋଡ଼ି ଦେବାପାଇଂଜେତେ ସବୁ ଅଧା ଗଢ଼ା ସ୍ବପ୍ନ ର ବନ୍ଧ ବାଡ଼ ଝାଳ ମିଶା ଦେହରେ ଆମ ପାରିଲା ପଣ ତାହାରି ଭିତରେ ମୁରୁକି ହସୁଥାଏ ଜୀବନ କାନ୍ଦୁଥାଏ ଲୁହକୁ ଆଖିରେ ଲୁଚେଇ
Loading comments…
Comments
Loading comments…