by Mahesweta Panigrahi · 27 Apr 2022
ଛୋଟିଆ ମଞ୍ଜିରୁ ବିଶାଳ ବୃକ୍ଷଟି ନିଶ୍ଚେ ଉଭା ଦିନେ ହେବ, ଛୋଟ ବୋଲି କେବେ ନମଣିବ ହେୟ ଚେଷ୍ଟା ହିଁ ସବୁ ସମ୍ଭବ। ମନେ ଥିଲେ ବଳ ହେବ ଦିନେ ବଡ ଏଥିରେ ନାହିଁ ସନ୍ଦେହ, ବଡ ତୁଲେ ସମ ନୁହେଁ ସିନା ଛୋଟ ଛୋଟରୁ ହିଁ ବଡ ହେବ।
Loading comments…
Comments
Loading comments…