by DILIP KUMAR SAHOO ✓ · 17 Apr 2022
ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ନୈବଦ୍ୟ ବୋଲେ ହୁଁଟି ପୂଜା ପଣ୍ଡା କରନ୍ତି ଭୋଗ ବୋଲେ ହୁଁଟି ଆନନ୍ଦ ବଜାରେ ଭକତ ବୋଲେ ହୁଁଟି
Loading comments…
Loading comments…