ଟିପି ଟିପି ବର୍ଷା ହୋଉଥିଲା କିଛି କିଛି
ମୋ ପ୍ରୟା ହାତରେ ଛତା
ମୋ ହାତେ ନଥିଲା କିଛି
ଆଖିରେ ଇସାରା ଦେଇ
ଡାକିଲା ପାଖକୁ ସେଇ
ଛତା ତଳକୁ
ଛତା ତଳକୁ ନୁହଁ ତ
ସତେ ଯେମିତି ତା ଛାତି ତଳକୁ
ଟିପି ଟିପି ବର୍ଷା ହୋଉଥିଲା କିଛି କିଛି
ମୋ ପ୍ରୟା ହାତରେ ଛତା
ମୋ ହାତେ ନଥିଲା କିଛି
ଆଖିରେ ଇସାରା ଦେଇ
ଡାକିଲା ପାଖକୁ ସେଇ
ଛତା ତଳକୁ
ଛତା ତଳକୁ ନୁହଁ ତ
ସତେ ଯେମିତି ତା ଛାତି ତଳକୁ
Loading comments…