by Santosh Kumar Misra ✓ · 18 Jul 2019
ମୋର ଖାଲି ଅଣ୍ଟିକୁ କେହି ହୁଏତ ଭରି ଦେଇପାରେ ସେଠି ଛୁରୀଟିଏ ହେଉ ପଛେ ଅନ୍ଥରା ନିଜ ତଣ୍ଟି କଟିଯିବାର ଭୟ ଯେଣୁ ଜଡିତ ତହିଁରେ
Loading comments…
Loading comments…