by Dr Baman Chandra Dixit ✓ · 5 Apr 2020
ଗେହ୍ଲେଇ କୁମୁଦ ଫୁଲେଇ ହଉଛି ନଦେଖିଲା ପରି ଜହ୍ନଟାକୁ, ଦି ଦଣ୍ଡ ପରେ ହଜି ଗଲେ ଜହ୍ନ ଗୋରୀ କାନ୍ଦୁରୀ କଇଁ ଟି ଝୁରୁଥିବ।। ଚିହ୍ନା ଜହ୍ନ ଟା ଅଚିହ୍ନା ହୋଇଯିବ।।
Loading comments…
Loading comments…