by Biswanath Nayak ✓ · 13 Jul 2019
ଆଖି ଆଗରେ ଥାଇବି ସେମାନେ ଅସ୍ପଷ୍ଟ ଦିଶନ୍ତି। ଆପାଦ ମସ୍ତକ ଢ଼ାଙ୍କି, କୁହୁଡିରେ ଭିଜି ଭିଜି ଯାଉଥିବା ପଥିକଟି ପରି। ଚିହ୍ନା ମୁହଁ ଭିତରେ ଅଚିହ୍ନା ମଣିଷ। ଭାରି କଷ୍ଟ ହୁଏ। ମନ ଗୁମୁରି ଗୁମୁରି କାନ୍ଦେ।
Loading comments…
Comments
Loading comments…