by Manaswinee Dash ✓ · 22 Apr 2022
ବିଶାଳ ଜଳରାଶି ଘୋଡେଇ ହେଇଛି ନୀଳ ଚାଦର ରଂଗ ବିରଂଗ ପକ୍ଷୀର ଯେ ଭରପୂର କେଉଟ ଧରିଛି ମାଛ ରଖି ମୂଲ୍ୟ ତା ଜୀବିକାର କଉଠି କଙ୍କଡା ହଉଛି ଶିକାର।
Loading comments…
Loading comments…