by KRUTIBAS NAYAK ✓ · 14 Oct 2020
ବିଶ୍ୱସ୍ତ ଲୋକଟି ହୃଦୟରେ ବସି ଆସନ ଜମେଇ ଦିଏ, ସ୍ୱାର୍ଥପର ଲୋଭୀ ଖରାପ ଲୋକଟି ଛାତିକୁ ଥରାଉ ଥାଏ | ପ୍ରାଣୀ ପ୍ରାଣ ଛାଡ଼େ ପ୍ରତିଦିନ ପୁଣି କିଏ କେଉଁ ମୃତ୍ୟୁନେଇ, କିଏ ଆତ୍ମା ଛାଡ଼ି ମୃତ୍ୟୁକୁ ଆଦରେ ଘରୁ ଅପମାନ ପାଇ |
Loading comments…
Loading comments…