by Suresh chandra Padhy ✓ · 3 Jul 2021
ନାରୀ ଉପରେ ହୁଏ କେତେ ନିର୍ଯାତନା କଳନା ନାହିଁ ତାର କେବେ ଦୁଷ୍କର୍ମ କେବେ ବଧୁହତ୍ୟା ହୁଏ ଏଠି ବାରମ୍ବାର ସହି ପରେ ନାହିଁ ଦେଖି ପରେ ନାହିଁ ବୁକୁ ଫଟେଇ କରୁଅଛି ଖାଲି ଚିତ୍କାର ଅସାଧୁ ଲୋକ ଏଠି ରାଜୁତି କରେ ସାଧୁ ସଜ୍ଜନ ଦଣ୍ଡ ପାଏ ବା
Loading comments…
Loading comments…