by SARATA KUMAR DAS ✓ · 8 Aug 2019
କେତେ ସେ ଜଳିଛି ଅପ୍ରାପ୍ତିର ନିର୍ଜନଦ୍ବୀପରେ ଗ୍ଳାନି ର ଅବଶୋଷକୁ ବାନ୍ଧିଛି କେତେ ସେ ତା' ସିକ୍ତ ପଣତରେ କେତେ ଅଭାବବୋଧର ଭାରକୁ ବୋହିଛି ତା' କଅଁଳ କାନ୍ଧରେ
Loading comments…
Comments
Loading comments…