by CHARUBALA PADHI ✓ · 11 Aug 2021
ଏକ ଅଲଗା ଆକର୍ଷଣ ସେ ମୁଦଦିଆ ଲଫାପାର, ଶବ୍ଦ ହେଇ ବହିଯାଏ ଯେତେସବୁ ଭାବପ୍ରବଣତା। କାଳିର ପ୍ରତିଟି ଛିଟାରେ, ବାରି ହୋଇପଡେ ହୃଦୟର ଆବେଗ। ଯେତେ ରାଗରୁଷା, ମାନ ଅଭିମାନ ଛାତିରେ ନେସି ଦେଲେ ବି ଅକ୍ଲେଶରେ ଜଡେଇ ଧରେ ସେସବୁ।
Loading comments…
Comments
Loading comments…